#ବିଜେଡି_ନେତା_ତଥା_ଚିଲିକାର_ଏକ୍ସ_ବିଧାୟକ_ରଘୁନାଥ_ସାହୁଙ୍କୁ_ବିରୋଧ
ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ବାଣପୁର ବ୍ଲକ ଅନ୍ତର୍ଗତ କୁମାରଙ୍ଗ ପଞ୍ଚାୟତ ମାଳି ଗୋବିନ୍ଦପୁର ଗ୍ରାମକୁ ରଘୁନାଥ ସାହୁ ଆସିଥିବା ବେଳେ ତାଙ୍କୁ ବିଜେଡିର ପ୍ରାଥୀମାନେ ଜୋରସର ବିରୋଧ କରିଥିଲେ । ଚିଲିକାର ଏହି ବିଜେଡି ନେତା ରଘୁନାଥ ସାହୁ ଦଳରେ ଥାଇ ବିଜେପି ପାଇଁ ପ୍ରଚାର କରୁଛନ୍ତି ଏବଂ ଘର ଶତ୍ରୁ ବିଭୀଷଣ ଭୂମିକା ନିଭାଉଛନ୍ତି ବୋଲି ଶାସକ ଦଳର କର୍ମୀ ମାନେ ଅଭିଯୋଗ କରିଥିଲେ ।
#Election2022 #OdishaElection #PanchayatElection2022 #sarapancha2022 #Odisha #ArgusNews