#ରାଜ୍ୟରେ_ଅସ୍ତିତ୍ବ_ହରାଇବାକୁ_ବସିଛି_କଂଗ୍ରେସ
#ଓଡିଶାରେ_ଶକ୍ତିହୀନ_ହେଉଛି_କଂଗ୍ରେସ
ବିଜେଡି ପାଇଁ ବିଗତ ନିର୍ବାଚନରେ କାମ କରିଥିବା କଂଗ୍ରେସ ନେତା ଏବେ ବିଜେଡିରେ । ଆହୁରି ଏକାଧିକ ନେତା ଯିବେ ବିଜେଡି । ଆଉ ବିଜେଡି ସହିତ କଂଗ୍ରେସ ପରିବାରର କି ସମ୍ପର୍କ ଥିଲା ତାହା ଏବେ ପଦାକୁ ଫୁଟି ବାହାରୁଛି ।
#OdishaPolitics #BJD #Congress #elections #PoliticalLeaders #odisha #ArgusNews