ରାଜଧାନୀରେ ରାଜନୈତିକ ହିଂସା । ବିଜେଡି ବିଜେପି ମଧ୍ୟରେ ଗୋଷ୍ଠି ସଂଘର୍ଷ । ୩ ବିଜେପି କର୍ମୀ ଗୁରୁତର । ଆହତ ଅବସ୍ଥାରେ ଆପଲୋ ହସ୍ପିଟାଲରେ ଭର୍ତି । ଦୋଷୀଙ୍କୁ ଗିରଫ କରା ନଗଲେ ଆସନ୍ତାକାଲି କମିଶନରେଟ ପୋଲିସ ଅଫିସ ସମ୍ମୁଖରେ ଧାରଣା ଦିଆଯିବ ବୋଲି କହିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ।
#Bhubaneswar #BJP #BJD #PoliticalViolence #controversy #Odisha #ArgusNews