#ବିଜେଡି_ବିଧାୟକଙ୍କ_ଗୁଣ୍ଡାଗର୍ଦ୍ଦି
ଚିଲିକା ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ବେଲ୍ ପାଇଁ ସୁରକ୍ଷା । ଜଣେ ବିଜେପି ନେତାଙ୍କୁ ମାଡ ମରା ଘଟଣାରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ବିଧାୟକ ପ୍ରଶାନ୍ତ ଜଗଦେବ ।
#Khordha #chilika #prashantjagadev #bjd #MLA #bjp #workers #ATTACK CMO Odisha #Odisha #ArgusNews