ଗ୍ରାମୀଣ ଆବାସ କେଳେଙ୍କାରୀକୁ ମାନିଲେ ନିଆଳିର ବିଜେଡି ନେତା ! ନିଆଳିରେ ଗ୍ରାମୀଣ ଆବାସ ତାଲିକାରୁ ବାଦ ପଡୁଛନ୍ତି ଯୋଗ୍ୟ ହିତାଧିକାରୀ। ହିତାଧିକାରୀ ଚିହ୍ନଟ ପ୍ରକ୍ରିୟାରେ ବ୍ଲକ ପ୍ରଶାସନର ମନମୁଖୀ କାର୍ଯ୍ୟକୁ ପ୍ରତିବାଦ କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣାରେ ବସିଲେ ନିଆଳି ବିଜୁ ଜନତା ଦଳର ନେତା ଓ କର୍ମୀ
#ArgusNews #Odisha #Cuttack #Niali #bjd #awasyojana #Corruption