#ବିଜେଡି_ସରକାରରେ_ମହିଳା_ଅସୁରକ୍ଷିତ
ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବ୍ଲକ ଘେରାଉ ।
#mamitamurdercase #justiceformamita #dibyashankarMishra #Bhadrak #BJP #Protest #Odisha #ArgusNews