ବିଜେପି କୃଷକ ମୋର୍ଚ୍ଚାର ଚାଷୀଙ୍କ ହକ୍ ପାଇଁ ଆନ୍ଦୋଳନ ଡାକରା । ରେଜିଷ୍ଟ୍ରେସନ କରିଥିବା ସମସ୍ତ ଚାଷୀଙ୍କ ଧାନ ସରକାର କିଣୁ । ୟାଶ ବାତ୍ୟା ଓ ଅଦିନିଆଁ ବର୍ଷାରେ ଚାଷୀଙ୍କ ଧାନ କ୍ଷୟକ୍ଷତିର ସରକାର କ୍ଷତି ପୁରଣ ଦିଅନ୍ତୁ । ଆସନ୍ତା ୭ ତାରିଖ ଦିନ ଜିଲ୍ଲାପାଳଙ୍କ ଜରିଆରେ ବିଜେପି ଦାବୀପତ୍ର ପ୍ରଦାନ କରିବ : ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ
#ArgusNews #ArgusTv #Odisha #BJPKrushakMorcha