#ସ୍ଵାଧୀନତା_ଦିବସରୁ_ଅମୃତ_ବର୍ଷ_ନାମରେ_ଗୋଟିଏ_ବର୍ଷର_କାର୍ଯ୍ୟକ୍ରମ_ଦେଶ_ସାରା_ପାଳନ_କରାଯିବ ।
ଓଡିଶାରେ ମଧ୍ୟ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଯୁବକ ମାନଙ୍କ ଦ୍ବାରା ନୂଆ ଓଡିଶା ନୂଆ ଭାରତ ସମ୍ଭାବନା ନେଇ ବିଶେଷ କାର୍ଯ୍ୟକ୍ରମ ହେବାକୁ ଯାଉଛି । ଆଗାମୀ ଏକ ବର୍ଷ ଯାଏଁ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ କରାଯିବ ବୋଲି କହିଛନ୍ତି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଈରାଶିଷ ଆଚାର୍ଯ୍ୟ
#ArgusNews #Odsha #BJP #YuvaMorcha #PressMeet #AmritVarsha #Independenceday #irashisacharya