ବିଜେପିର ସାମିଲ ହେଲେ ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷା କନକ ଲତା ବେହେରା। ବିଜେଡିର ଏକଛତ୍ରବାଦୀ ନୀତି ଯୋଗୁ ଦଳରେ ସେ ଅତିଷ୍ଠ ହୋଇପଡିଥିଲେ। ଗତକାଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି।
#Cuttack #Mahanga #BJD #KanakLataBehera #joined #BJP #mishranaparba #ArgusNews