#ବିଜେପି_ପକ୍ଷରୁ_ଗାନ୍ଧୀ_ଜୟନ୍ତୀ_ପାଳିତ
ଭୁବନେଶ୍ୱର ଗାନ୍ଧୀ ପାର୍କରେ ଗାନ୍ଧୀ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ବିଜେପି କର୍ମକର୍ତା । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ରହି ଗାନ୍ଧୀଜୀଙ୍କ ଜୀବନଚରିତ ଉପରେ ସ୍ମୁତିଚାରଣ କରିଥିଲେ ।
#GandhiJayanti #BJP #GandhiPark #BJPWORKER #tribute #Odisha #ArgusNews