ଅହେତୁକ ବିଦ୍ୟୁତ ଶୁଳ୍କ ବୃଦ୍ଧି, ଅଘୋଷିତ ବିଜୁଳୀ କାଟ, ଲୋ ଭୋଲ୍ଟେଜ ପ୍ରତିବାଦରେ ରାଜ୍ୟ ବିଜେପି ପକ୍ଷରୁ ଦିଆଯାଇଥିବା ଡାକରା ପରିପ୍ରେକ୍ଷୀରେ ଆଜି ବଡ଼ବିଲ ନଗର ମଣ୍ଡଳ ପକ୍ଷରୁ ବଡ଼ବିଲ ସ୍ଥିତ ନେସ୍କୋ ଏସଡ଼ିଓ କାର୍ଯ୍ୟାଳୟ ଘେରାଉ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ
#ArgusNews #Odisha #ArgusNewsTV #Electricityissue #Keonjhar #badbil #bjp_protest