କୋରାପୁଟ ଗନ୍ ପଏଣ୍ଟରେ ଗଣ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତଙ୍କୁ ସରକାର ସୁରକ୍ଷା ଦେଉଥିବା ଅଭିଯୋଗ କଲା ବିଜେପି ମହିଳା ମୋର୍ଚ୍ଚା । ଐଶର୍ଯ୍ୟ ବିଶ୍ବାଳଙ୍କ ନେତୃତ୍ବରେ ପୀଡ଼ିତାଙ୍କୁ ବିଜେପି ପ୍ରତିନିଧି ଦଳ ଭେଟିବା ପରେ ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀ
#BJP #PressMeet #Koraput #rapecase #Dr.AiswaryaBiswal #ArgusNews