ଏଭଳି ଘଟଣା ଦେଖିବାକୁ ମିଳିଛି ଧର୍ମଶାଳା ଅଞ୍ଚଳରେ । ବିଜୁ ଜନତା ଦଳ ପକ୍ଷରୁ ଧର୍ମଶାଳା ନିର୍ବାଚନମଣ୍ଡଳ ଏଗାର ନମ୍ବର ଜୋନ ପାଇଁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢୁଥିବା ସୁଧାଂଶୁ ସାହୁ ଆଜି ସନ୍ଧ୍ୟାରେ ବିପକ୍ଷ ପ୍ରାର୍ଥୀଙ୍କ ପୋଷ୍ଟର ଚିରୁଥିବା ଅବସ୍ଥାରେ ଧରାପଡ଼ିଛନ୍ତି
#dharmasal #Rippedposter #zeelaparisad #PanchayatElection #ArgusNews #Odisha