କଂଗ୍ରେସ ଏବଂ ବିରୋଧୀ ଦଳ ମୋଦୀ ସରକାରଙ୍କ ଜନକଲ୍ୟାଣୀକାରୀ ଯୋଜନାର ସାମ୍ନା କରିପାରୁନାହାନ୍ତି। ସେମାନେ କିଛି ଅନୈତିକ ଭାରତକୁ ଦୁର୍ବଳ କରିବାକୁ ଚାହୁଁଥିବା ବୈଦେଶିକ ଶକ୍ତିମାନଙ୍କ ସହିତ ହାତ ମିଳେଇଛନ୍ତି : ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର
#ArgusNews #Odisha #ArgusNewsTV #BJP #PressMeet Dr.Lekhasri Samantsinghar #BJD