ରାଜ୍ୟ ସରକାର DMF ପାଣ୍ଠିକୁ ନିର୍ବାଚନ ଖର୍ଚ୍ଚରେ ଲଗାଇଛନ୍ତି । ଏଭଳି ସଙ୍ଗୀନ ଅଭିଯୋଗ ଆଣିଲା ବିଜେପି । କୋଭିଡ ପ୍ରଥମ ଲହରରେ ଓଡ଼ିଶାର ୩ କୋଟି ୧୭ ଲକ୍ଷ ଲୋକଙ୍କୁ କେନ୍ଦ୍ର ସରକାର ରାସନ ଯୋଗାଇଥିଲେ। ଏବେ ପର୍ଯ୍ୟନ୍ତ ମଧ୍ୟ କେନ୍ଦ୍ର ରାସନ ଯୋଗାଉଛି
#BJP #PressMeet #DMFfund #OdishaGovt #ArgusNews