#ବିଜ୍ଞାପନ_ପାଇଁ_ବଲିଉଡ_ଷ୍ଟାରଙ୍କୁ_ପ୍ରତି_ମିନିଟକୁ_କୋଟି_କୋଟି
#ମଧ୍ୟପ୍ରଦେଶର_ନିର୍ଦ୍ଧିଷ୍ଟ_ରାଜନୈତିକ_ଦଳ_ପାଇଁ_2_ଶହ_କୋଟି
#ହେଲେ_ମୃତ_ଶ୍ରମିକଙ୍କୁ_କ୍ଷତିପୂରଣ_ନାହିଁ !
ବିଜ୍ଞାପନରେ ଶହ ଶହ କୋଟିର ହିରୋ । ହେଲେ ମୃତ ଶ୍ରମିକଙ୍କୁ ନାହିଁ କ୍ଷତିପୂରଣ ! ସମ୍ବଲପୁର ଗୁଟଖା କାରଖାନା ଅଗ୍ନିକାଣ୍ଡରେ ବଡ଼ ପ୍ରଶ୍ନ, ସଫଲ-ବିମଲଙ୍କ ପୃଷ୍ଠପୋଷକ କିଏ ? କାହିଁକି ଏଯାଏଁ ବନ୍ଧା ହେଲେ ନାହିଁ ମାଲିକ ?
#Sambalpur #Gutkhafactory #fireaccident #police #Arrest #WorkerDeath #Odisha #ArgusNews