ଦିଲ୍ଲୀର ମୋହମ୍ମଦପୁରର ନାମ ହେବ ମାଧବପୁର I ଦିଲ୍ଲୀରେ ଏପରି 365ଟି ଗାଁର ନାମ ଆକ୍ରମଣକାରୀଙ୍କ ନାମରେ ରହିଛି I ଏହି ଗାଁ ଗୁ଼ଡିକର ନାମ ପୂର୍ବେ ହିନ୍ଦୁ ଦେବୀ ଦେବତାଙ୍କ ନାମରେ ଥିଲା I ଐତିହାସିକ ସାକ୍ଷ୍ୟ ଆଧାରରେ ପୁଣି ଥରେ ମୂଳ ନାମ ଫେରାଇବା ପ୍ରକ୍ରିୟା ଆରମ୍ଭ I
#ArgusNews #Delhi #india #hindi #National