#ବିଦେଶରେ_ଓଡ଼ିଆଙ୍କୁ_କୃତୀତ୍ବ
ବିଦେଶୀଙ୍କ ମନ ଜିଣିଲେ ମୋନା । ବାରିପଦା ଝିଅ ମୋନା ବିଶ୍ୱରୂପା ମହାନ୍ତିଙ୍କୁ ମିଳିଲା ୟୁଏଇଏର ୧୦ବର୍ଷିଆ ଗୋଲଡେନ ଭିସା। ଚାରୁକଳା ପାଇଁ ଦୁବାଇ କଳା ଓ ସଂସ୍କୃତି ବିଭାଗ ପକ୍ଷରୁ ମୋନାଙ୍କୁ ମିଳିଛି ଅଧିସ୍ୱୀକୃତି।
#ArgusNews #Odisha #ArgusNewsTv #BaripadaGirl #MonaBiswarupaMohanty