#ବିଦେଶୀ_ଯୁବତୀଙ୍କ_ସହ_ନିଶା_ମାଫିଆ_ଶେଖ୍_ତଇରୁଦ୍ଦିନ !
ଡ୍ରଗସ ଟଙ୍କାରେ କରୁଛି ଅଏସ୍ । ବାଲାଂଦେଶରେ ଥାଇ ପୁରା କାରବାରକୁ କଣ୍ଟ୍ରୋଲ କରୁଛି ତଇରୁଦ୍ଦିନ । ଶେଖ୍ କୟାମତ ତୁଲ୍ଲା, ବାବୁ, ଶେଖ୍ ଟକଲୁକ୍ଏ । ମାନେ ଜଳେଶ୍ବରର ବଡ଼ ଡ୍ରଗସ ମାଫିଆ
#ArgusNews #Odisha #Brownsugar #Bangladesh #Drugs