#ବିଦ୍ୟାଭାରତୀଙ୍କ_ଦୁଃଖରେ_ସାମିଲ୍_ହେଲେ_ବିଦ୍ୟାଶ୍ରୀ !
ରିଆ ଚକ୍ରବର୍ତ୍ତୀ, ବିଦ୍ୟାଶ୍ରୀ, ବିଦ୍ୟାଭାରତୀ। ସ୍ବାମୀଙ୍କ ସନ୍ଦେହଜନକ ମୃତ୍ୟୁରେ ସନ୍ଦେହରେ ଏହି ତିନି ଜଣଙ୍କ ଭୂମିକା। ଯାହାର ରହସ୍ୟ ଖୋଲି ପାରିନି ପୋଲିସ। ସସପେନ୍ସ ଭିତରେ ଏହି ତିନି ମାମଲା। ଯାହା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି
#ArgusNews #Odisha #ArgusNewsTV #Bidyabharti #Bidyasree #RiyaChakrabarti