ବିଦ୍ୟାଭାରତୀ ପଣ୍ଡାଙ୍କ ନାଁରେ 2ଟି ଦଫା ଲାଗିଛି। ଏଥିପାଇଁ ବିଦ୍ୟାଭାରତୀ ପଣ୍ଡାଙ୍କ ନାଁରେ କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇଛି । 285, 304(ଏ)ରେ ପାରଳାଖେମୁଣ୍ଡି କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇଛି। ସୌମ୍ୟଙ୍କୁ ବଞ୍ଚାଇବାକୁ ବିଦ୍ୟାଭାରତୀ ଅବହେଳା କରିଥିବା ପ୍ରମାଣ ମିଳିଛି : ADG ସଞ୍ଜୀବ ପଣ୍ଡା
#ACFmurdermystery #Soumyaranjan #Crimebranch #ADGSanjeebPanda #Bidyabharti #DFO #Gajapati #ParlakhemundiACF #Odisha #ArgusNews