ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ, ଲୋ ଭୋଲଟେଜ ଓ ଅହେତୁକ ବିଦ୍ୟୁତ ଦର ପ୍ରତିବାଦରେ ଆଜି ରେମୁଣା ବିଜେପି ପକ୍ଷରୁ ଜାନୁଗଞ୍ଜ ଗୋଲେଇ ନିକଟରେ ଥିବା ଟାଟା ବିଦ୍ୟୁତ ବିତରଣ କେନ୍ଦ୍ର ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଭିନ୍ନ ନାରା ଦେଇ ସରକାର ତୁରନ୍ତ ବିଦ୍ୟୁତ ଶୁଳ୍କ ପ୍ରତ୍ୟାହାର କରିବା ସହ ନିରଵଛିନ୍ନ ସେବା ଯୋଗାଇଦେବା ପାଇଁ ଦାବି କରିଥିଲେ
#ArgusNews #Odisha #ArgusNewsTV #BJP #Protest #Balasore #Remuna #electricity