#ବିଦ୍ୟୁତ_ଦର_ବୃଦ୍ଧିକୁ_ନେଇ_ତେଜୁଛି_ଅସନ୍ତୋଷ
ବିଦ୍ୟୁତ ବଳକା ରାଜ୍ୟ ହୋଇ ମଧ୍ୟ ଅନ୍ୟମାନଙ୍କ ତୁଳନାରେ ଅଧିକ ବିଲ ଦେଉଛନ୍ତି ଓଡିଶାର ଉପଭୋକ୍ତା। ଦିଲ୍ଲୀକୁ ଛାଡି ଅନ୍ୟ ରାଜ୍ୟ ଗୁଡିକ ବିଦ୍ୟୁତ ବିତରଣକୁ ଘରୋଇକରଣ କରିନଥିଲେ ମଧ୍ୟ ସମସ୍ତ ରାଜ୍ୟର ବିଦ୍ୟୁତ ଦର ଓଡ଼ିଶା ଠାରୁ କମ ରହିଛି।
#ArgusNews #Odisha #electricity #ElectricityBill #electricityrates