#ବିଦ୍ୟୁତ୍_ସଂଯୋଗ_ନହୋଇ_ବି_ଆସିଛି_ବିଲ୍
#ଚାଷୀଙ୍କ_ନାଁରେ_ଲକ୍ଷାଧିକ_ଟଙ୍କାର_ବିଲ୍
ବୌଦ୍ଧ କାଶଲପୁର ଗାଁର ଚାଷୀ ରମେଶ ପ୍ରସାଦ ଦାଶ । 2014-15ରେ ନିଜ ଜମିରେ ଗଭୀର କୁଅ ଖୋଳିଥିଲେ। ଆଶା କରିଥିଲେ ଜଳ ସେଚନ ହେଲେ ଭଲ ଚାଷ କରିବେ। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଲାଗି ପାରିଲାନି ମଟର। ଏନେଇ ବାରମ୍ବାର ଜଳସେଚନ ବିଭାଗ ପାଖରେ ଅଭିଯୋଗ ହେଇଥିଲେ ଶୁଦ୍ଧା କିଛି ସୁଫଳ ମିଳିନି।
#ArgusNews #ArgusNewsTV #Odisha #Boudh #ElectricityBill #farmers