ଅଘୋଷିତ ବିଦ୍ୟୁତ କାଟ, ବିଦ୍ୟୁତ ବିଭାଗର ଦୁର୍ନୀତିଖୋର ଅଫିସର ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଆଜି ବିଦ୍ୟୁତ ଉପଭୋକ୍ତା କମିଟି ର ସଦସ୍ୟ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନେ ଯାଜପୁର ଜିଲ୍ଲା କୁଆଖିଆ ବିଦ୍ୟୁତ ଭିଭାଗ ଅଫିସ ଆଗରେ ଧାରଣାରେ ବସିଥିଲେ I ଯେ ପର୍ଯ୍ୟନ୍ତ ତାଙ୍କର ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନ ହେଇଛି ସେ ପର୍ଯ୍ୟନ୍ତ ଧାରଣା ଦେବା ସହ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବାକୁ ସମିତି ର ସଭାପତି କହିଛନ୍ତି
#ArgusNews #Odisha #ArgusNewsTV #jajpur #electricproblem #protest