ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଯୁବକ ମାନଙ୍କୁ ଚାକିରୀ ଦେବା ନାଁରେ ଠକେଇ। ଏକ ଘରୋଇ କମ୍ପାନୀ ନାଁରେ ଆସିଛି ସାଂଘାତିକ ଅଭିଯୋଗ। କମ୍ପାନୀର ନାମରେ ଫେକ ପରିଚୟ ପତ୍ର ପ୍ରଦାନ କରି ଜଣକ ପିଛା ୫୦ ହଜାର ଟଙ୍କା ନେଇଛନ୍ତି କମ୍ପାନୀ । ବିଦ୍ୟୁତ ବିଭାଗର ନିଯୁକ୍ତି ଦେବି କହି ଲକ୍ଷ୍ୟ ଧିକ ଟଙ୍କାର ନେଇ କମ୍ପାନୀର ଦେଖା ମିଳୁନାହିଁ ।
#Gajapati #allegations #Fraud #privatecompany #Fakeidentity #Odisha #ArgusNews