ବିଦ୍ୟୁତ ବିଭାଗର ମନମାନୀ । ଆଜି କଟକ ରେ ମଧ୍ୟ ନଗର ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି । ତୁରନ୍ତ ବିଦ୍ୟୁତ ବିଭାଗ ଅଘୋଷିତ ବିଦ୍ୟୁତ କାଟ ଠାରୁ ଦୁରେଇ ରହୁ ତା ସହ କରୋନା ମହାମାରି ସମୟରେ ଯେଉଁ ଦର ବୃଦ୍ଧି କରାଯାଇଛି ତାକୁ ପ୍ରତିହାର କରାଯାଉ ବୋଲି ଦାବି କରିଛି ନଗର ବିଜେପି।
#ArgusNews #ArgusNewsTV #Odisha #BJP_Protest #electricitybillhike