#ବିଦ୍ୟୁତ_ବିଲ୍_ବୃଦ୍ଧିକୁ_ବିଜେପିର_ବିରୋଧ !
ଅନୁଗୋଳ ଜିଲ୍ଲା ରେଙ୍ଗାଳି OPTCL କାର୍ଯ୍ୟାଳୟ ସମୁଖରେ ଭାରତୀୟ ଜନତା ପାର୍ଟି ମଣ୍ଡଳ ସଭାପତି ତ୍ରିପୁରାରି ପ୍ରଧାନଙ୍କ ନେତୃତ୍ୱରେ ବାରମ୍ବାର ବିଦ୍ୟୁତ କାଟ, ଲୋ-ଭୋଲ୍ଟେଜ, ବିଦ୍ୟୁତ ଦରବୃଦ୍ଧି ଆଦି ସମସ୍ୟାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି
#ArgusNews #Odisha #ArgusnewsTV #Angul #BJP_Strike #Electricity #Price_Hike