#ବିଧାନସଭାରେ_ଆବାସ_ଝଡ଼
#ବିରୋଧୀଙ୍କ_ହଙ୍ଗାମାରେ_ହୁଲସ୍ତୁଲ_ଗୃହ
ବିଧାନସଭାରେ ଆବାସ ତାତି । ଗୃହରେ ଉଭଯ ବିଜେପି ଓ କଂଗ୍ରେସର ରଣହୁଙ୍କାର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧ ହଜାର କୋଟିର ଦୁର୍ନୀତି ଅଭିଯୋଗ ଆଣି ଆଜି ହୋହଲ୍ଲା କରିଥିଲେ ବିଜେପି ସଦସ୍ୟ । ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲା ଦଳ ।
#assembly #BJP #BJD #Congress #pradhanmantri #awasyojana #Odisha #ArgusNews