ଲଗାତାର ପାଞ୍ଚ ଦିନ ହେବ ଲାଗି ରହିଛି ଅଚଳାବସ୍ଥା । ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବି ନେଇ ବିରୋଧୀ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ତରିକାରେ ପ୍ରତିବାଦ ଜାରି ରଖିଛନ୍ତି । ବିଶେଷ କରି ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଅଞ୍ଜନା ମିଶ୍ର ପ୍ରସଙ୍ଗ ମନେପକାଇ ଦେବାକୁ ଯାଇ ବିଜେପିର ଚିଠି ପୋଷ୍ଟ ଏହି ଘଟଣାରେ ନୂଆ ଟୁଇଷ୍ଟ ଆଣି
#assembly #mamitamurdercase #Anjanamishra #dibyashankarmishra #ArgusNews