#ବିଧାନସଭାରେ_ବିରୋଧୀଙ୍କ_ହୁଲୁସ୍ତୁଲ
ଖଣି, ପାଣି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ରାଜ୍ୟରେ ଅଫିସର ରାଜ୍ ଭଳି ପ୍ରସଙ୍ଗକୁ ନେଇ ସରଗରମ ରହିଥିଲା ବିଧାନସଭାର ଚର୍ତୁଥ ଦିନ । ପ୍ରଶ୍ନକାଳ ଓ ଶୁନ୍ୟକାଳରେ ଏସବୁ ପ୍ରସଙ୍ଗରେ ବିଧାନସଭା ହୁଲୁସ୍ତୁଲ କରିଥିଲେ ବିରୋଧୀ
#BBSR #Assembly #BJD #BJP #Congress #Odisha #ArgusNews