#ବିଧାନସଭା_ଅଚାଳାବସ୍ଥା_ନେଇ_ଡିଲ_ଅଭିଯୋଗ !
କଂଗ୍ରେସ - ବିଜେଡି ଭିତରେ ଭିତିରି ବୁଝାମଣାର ଅଭିଯୋଗ ଆଣି ଦୁଇ ଦଳକୁ ଗୃହ ବାହାରେ ନିଶାନା କରିଛି ବିଜେପି । ସେପଟେ କଂଗ୍ରେସ ବି ବିଜେପି- ବିଜେଡି ସଂପର୍କ କଥା ଉଠାଇ ପାଲଟା ଆକ୍ରମଣ କରିଥିବା ବେଳେ ବିରୋଧୀ କଳିରୁ ଫାଇଦା ଉଠାଇବା ଚକ୍କରରେ ଅଛି ବିଜେଡି
#Assembly #Congress #BJD #BJP #Allegation #Odisha #ArgusNews