#ରାଜଧାନୀରେ_ବିଜେପି_ଯୁବମୋର୍ଚ୍ଚାର_ଗର୍ଜନ !
#ମମିତା_ନ୍ୟାୟ_ପାଇଁ_କ୍ୟାପଟେନଙ୍କୁ_ବାନ୍ଧ !
#ପିଟିଲା_ପୋଲିସ_ଆହତ_ହେଲେ_କର୍ମୀ !
ମମିତା ମେହେର ହତ୍ୟାକାଣ୍ଡରେ ସମ୍ପୃକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ ଓ ଘଟଣାର ସିବିଆଇ ତଦନ୍ତ ଦାବିରେ ବିଜେପିର ହାଲ୍ଲାବୋଲ । କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ସରକାରଙ୍କ ନିଦ ଭାଙ୍ଗିବା ପାଇଁ ବିଜେପି ଯୁବମୋର୍ଚ୍ଚାର ପ୍ରୟାସ
#mamitamurdercase #bjprally #bjpyouthmorcha #odishagovt #ArgusNews