#ସୁପ୍ରିମକୋର୍ଟରେ_ମାମଲା_ରହିଛି_ବିଚାରାଧୀନ
ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ଼ । ପ୍ରଦୀପଙ୍କ ସହ ସମ୍ପର୍କୀୟଙ୍କ ଘରେ 15 ଟି ଟିମର ଚଢ଼ାଉ କରିଛି । ପ୍ରଦୀପଙ୍କ ଘନିଷ୍ଠ ଥିବା ସର୍ବେଶ୍ୱର ରାଓ ଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଥିବା ସୂଚନା ମିଳିଛି ।
#Gopalpur #PradeepPanigrahi #MLA #VigilanceRaid #Odisha #ArgusNews