ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କ ମହାନତା। ସୌଭିକ ବିଶ୍ୱାଳ ଜରୁରୀ କାର୍ଯ୍ୟରେ ଭୁବନେଶ୍ୱର ଯାଉଥିବା ବେଳେ କଟକ ପ୍ରତାପ ନଗରୀ ନିକଟରେ ଏନ୍ଏଚ୍ ରେ ଦୁଇ ଜଣ ଯୁବତୀ ଦୁର୍ଘଟଣା ହୋଇ ରାସ୍ତାରେ ପଡିଥିଲେ । ଏହା ଦେଖି ସଙ୍ଗେ ସଙ୍ଗେ ବିଧାୟକ ନିଜ ଗାଡିରୁ ବାହାରି ଆସି ତୁରନ୍ତ ତାଙ୍କ ଗାଡ଼ିରେ ଦୁଇ ଯୁବତୀଙ୍କୁ ବସାଇ ଏସିବି ମେଡିକାଲକୁ ଆଣି ତାଙ୍କର ସମସ୍ତ ଚିକିତ୍ସା କରାଇଥିଲେ।
#ArgusNews #ArgusNewsTV #Odisha #accident #acbmedical #Cuttack #sovikbiswal