ଚଳିତ ଥର କଡ଼ା ସୁରକ୍ଷା ବଳୟ ମଧ୍ୟରେ ସବୁ ରିତିନୀତି ହୋଇଥିବା ବେଳେ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ଏକ ଫଟୋକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଫଟୋରେ ପୁଲିସ୍ ଉପସ୍ଥିତିରେ ଦୁଇଜଣ ଯୁବକ ରଥ ଉପରେ ଚଢି ଫଟୋ ଉଠାଛନ୍ତି
#ArgusNews #Odisha #ArgusNewsTV #SOPViolation #Puri #RathYatra2021