ଦେବସ୍ନାନ ପୂଣ୍ଣମୀରେ ସୁରୁଖୁରୁରେ ଚାଲିଥିଲା ମହାପ୍ରଭୁଙ୍କ ରୀତି ନୀତି। ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ ଆରମ୍ଭ ହୋଇଥିଲା ପହଣ୍ଡି। ଗଜପତିଙ୍କ ଅନୁପସ୍ଥିତିରେ ମୁଦିରସ୍ତ ଛେରାପହଁରା କରିଥିଲେ। ଗୋପାଳତୀର୍ଥ ଓ ରାଘବଦାସ ମଠରୁ ଆସିଥିବା ଦୁର୍ଲ୍ଲଭ ହାତୀବେଶରେ ମହାପ୍ରଭୁଙ୍କ ସଜାଇଥିଲେ ସିଂହାରୀ ସେବକ।
#ArgusNews #Odisha #ArguNewsTV #DebasnanaPurnima