ବିନା ସୂଚନା ଫଳକରେ ଚାଲିଛି ନିଆଳି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ନିର୍ମାଣାଧୀନ 6 କୋଟି 47 ଲକ୍ଷ ଟଙ୍କାର ପ୍ରକଳ୍ପ କାମ। ନିଆଳିବାସୀଙ୍କୁ ପ୍ରକଳ୍ପ ସମ୍ବନ୍ଧରେ ଅନ୍ଧାର ରଖି ଚାଲିଛି ନିର୍ମାଣ କାମ। କୋଟିକୋଟି ଟଙ୍କା ହରିଲୁଟ ପାଇଁ ଉଦ୍ୟମ ହେଉଥିବା ଅଭିଯୋଗ ଆଣିଛି ବିଜେପି।
#construction #Cuttack #Niali #projects #healthcare #OdishaNews #ArgusNews