ବିପଦ ବେଳେ ସ୍ବାମୀର ହାତ ଛାଡିଲା ସ୍ତ୍ରୀ । ସ୍ୱାମୀ ଏଚ୍ଆଇଭି ସଂକ୍ରମିତ ଚି଼ହ୍ନଟ ହେବା ପରେ ସ୍ତ୍ରୀ ଘର ଛାଡି ଚାଲିଗଲା । ଯାହାକୁ ସାତ ଜନ୍ମର ସାଥି କରିବା ପାଇଁ ଦିନେ ଘର ଛାଡି ବିବାହ କରିଥିଲେ । ଆଜି ସ୍ୱାମୀ ଏଚଆଇଭି ସଂକ୍ରମିତ ଜାଣିବା ପରେ ସ୍ୱାମୀଙ୍କର ହାତ ଛାଡିଦେଲେ ସ୍ତ୍ରୀ ।
#HIV #diagnose #wife #husband #Odisha #ArgusNews