ଉଚ୍ଛୁଳା ପାଣି ଉପରୁ ପାରି ହେବା ପାଇଁ ଚେଷ୍ଟା କରୁଥିବା ବେଳେ ବସଟି ପୋଲ ମଝିରେ ଫସି ଭାସିବାକୁ ଆରମ୍ଭ କରିଥିଲା । ଅଳ୍ପ ଟିକେ ଭାସିବା ପରେ ଏକ ଛୋଟ ପୋଲ ସାହାଯ୍ୟରେ ବସଟି ଅଟକିଯାଇଥିବା ବେଳେ ଖବର ପାଇ ତୁରନ୍ତ ଗ୍ରାମବସୀ ମାନେ ଘଟଣା ସ୍ଥଳରେ ପହଁଚି ବସ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ।
#ArgusNews #ArgusNewsTV #Odisha #Kuchinda #busdriver #rourakela