#ବିପଦ_ସଙ୍କୁଳ_ଅବସ୍ଥାରେ_ମହାବିଦ୍ୟାଳୟ
#ଭଙ୍ଗା_ଦଦରା_କୋଠାରେ_ପାଠ_ପଢୁଛନ୍ତି_ଶହଶହ_ଛାତ୍ରଛାତ୍ରୀ
ସରକାରଙ୍କ ଦୃଷ୍ଟି ଆଢୁଆଳରେ ଗୁଣୁପୁର ଉପଖଣ୍ଡର ଏକମାତ୍ର ମହିଳା ମହାବିଦ୍ୟାଳୟ । ଗୋଟେ ପଟେ ସରକାର ସ୍ମାର୍ଟ ସ୍କୁଲ ନାମରେ ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ଏହି ଏକମାତ୍ର ଯୁକ୍ତ ଦୁଇ କନିଷ୍ଠ ମହିଳା ବିଦ୍ୟାଳୟକୁ ଭୁଲି ଯାଇଛନ୍ତି ସରକାର ।
#Gunapur #womenscollege #classrooms #students #OdishaCM #Odisha #ArgusNews