ବେହେରାମାଲ ନିକଟରେ ଏକ ଗଳି ରାସ୍ତାରୁ ବିପିନ୍ ସାହା ନାମ ଜଣେ ଯୁବକକୁ ନିର୍ମମ ଭାବେ ହତ୍ୟା କରି ଦୁର୍ବୁତ୍ତ ଫେରାର୍ ହୋଇଯାଇଥିଲା । ୪୮ ଘଣ୍ଟା ମଧ୍ୟରେ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି ଝାରସୁଗୁଡା ପୋଲିସ।
#ArgusNews #ArgusNewsTV #Odisha #Jharsuguda #MurderCase