#ନିର୍ବାଚନ_ଲଢିବେ_ଜଗତସିଂହପୁର_ଜିଲ୍ଲାପାଳ
#ଚାଷୀଙ୍କୁ_ଓକାତର_ପାଠ_ପଢାଇ_ବିବାଦରେ_କଲେକ୍ଟର_ବାବୁ
#ଦାମ_କହିଲେ_ନିଜ_ଜିଲ୍ଲାରେ_ସଂଗ୍ରାମ_କେମିତି_ହେଲେ_ଜିଲ୍ଲାପାଳ
ପ୍ରଶାସକ କମ୍ ରାଜନେତା ଅଧିକ । ପୁଣି ବିବାଦରେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର। ଲୋକଙ୍କ ଅଭିଯୋଗ, ୨୦୨୪ ପାଇଁ ରାଜନୈତିକ ବ୍ୟାଟେଲ ପ୍ରସ୍ତୁତିରେ ଲାଗିଛନ୍ତି ଜିଲ୍ଲାପାଳ । ସେପଟେ ଚାଷୀଙ୍କ କଲାର ଧରି ବିବାଦକୁ ଆସିଥିବା ଜିଲ୍ଲାପାଳଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ I
#Jagatsinghpur #CollectorDabangiri #collector #farmers #OdishaSarkar #sangramkesharimohapatra