#ବିବାଦରେ_ଜଟଣୀ_ତହସିଲଦାର
ତହସିଲଦାରଙ୍କ ଉଦାସୀନତା ପାଇଁ ମନ୍ଦିର ଜମିରୁ ହଟି ପାରୁନି ଜବରଦଖଲ । ପ୍ରଶାସନିକ ସ୍ଥାଣୁତା ଓ ଅବହେଳା ପାଇଁ ବନ୍ଦ ହୋଇଛି ସରକାରୀ କାମ । ଡିଲ କରି ଜମି ହଡପ କରିବାକୁ ଚକ୍ରାନ୍ତ ହେଉଥିବା ଅଭିଯୋଗ ଆଣିଛନ୍ତି ଗଙ୍ଗପଡାର ଗ୍ରାମବାସୀ ।
#Jatani #tehsildar #indifference #temple #Governmentwork #negligence #Odisha #ArgusNews