#ରସୁଲପୁର_ବିଡିଓ_ଜୋର_ଜବରଦସ୍ତ_ଭୋଟ_ଦେଇଥିବା_ଅଭିଯୋଗ
#ବିଡିଓ_ଉମାକାନ୍ତ_ପରିଡାଙ୍କ_ନାମରେ_ଆସିଲା_ସଙ୍ଗୀନ_ଅଭିଯୋଗ
ବିବାଦରେ ରସୁଲପୁର ବିଡିଓ ଉମାକାନ୍ତ ପରିଡା । ଏକ ନିଦିଷ୍ଟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଡିଓ 6ଟି ଭୋଟ ଦେଇଥିବାର ଆସିଛି ସଙ୍ଗୀନ ଅଭିଯୋଗ । ଆଉ ଏହି ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେବାପାଇଁ ଚେତାବନୀ ଦେଇଛନ୍ତି 13ରୁ ଅଧିକ ସମିତି ସଭ୍ୟ ।
#Odisha #ArgusNews #BDO #voting #elections #Election2022 #Jajpur #bari