#ବିବାଦରେ_ରାଜ୍ୟ_ସରକାର
#ବିବାଦରେ_ହେରିଟେଜ୍_କରିଡର୍_ପ୍ରକଳ୍ପ
ପୁରୀ ସାଂସଦ ତଥା ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ସଂସଦରେ ମିଛ ବିବୃତି ଏବେ ରାଜ୍ୟ ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡୁଛି। ସଂସଦ ଭଳି ପବିତ୍ର ଗୃହରେ ସାଂସଦଙ୍କ ତୀକ୍ଷ୍ନ ମିଛ ବିବୃତି ବିରୁଦ୍ଧରେ କଚେରୀ ଛକଠାରେ ଜଗନ୍ନାଥ ସେନା ପକ୍ଷରୁ ପିନାକୀ ମିଶ୍ରଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ କୁଶପୁଳିକା ମଧ୍ୟ ଦାହ କରାଯାଇଛି
#HeritageCorridor #Puri #purimp #Parliament #Jagannathsena #Odisha #ArgusNews