କଳାହାଣ୍ଡି ଆମପାଣି ଭୁର୍ଷାଗୁଡା ନିକଟରେ ଛାତିଥରା ଦୁର୍ଘଟଣା । ବିବାହ ପରେ କନ୍ୟା ନେଇ ଫେରିବା ବେଳେ ବୋଲେରୋ- ଟ୍ରକ ମୁହାଁମୁହିଁ ଧକ୍କା । ଡ୍ରାଇଭର ମୃତ, ବର କନ୍ୟା ସମେତ ୬ ଜଣ ଗୁରୁତର ।
#Kalahandi #RoadAccident #DriverDeath #ArgusNews