୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କଲେ ସମ୍ବଲପୁର ବରେଇପାଲ ଅଂଚଳ ବାସୀ । ବରେଇପାଲି, ରେମେଡ, କ୍ଷେତରାଜପୁର, ନୂଆପଡା, ମୁଙ୍ଗାପଡା ଆଦି ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ଆନ୍ଦେୋଲନ କରିଛନ୍ତି ଲୋକେ
#sambalpur #roadstrike #Peopleprotest #ArgusNews