ଗିରଫ ବ୍ୟକ୍ତି ଜଣଙ୍କ କହିଲା ଯୀଶୁଙ୍କ ବାର୍ତା ପ୍ରଚାର କରିବାକୁ କରୁଥିଲି ଏହି କାମ
କର୍ଣାଟକ ପୋଲିସ ବିଭିନ୍ନ ହିନ୍ଦୁ ମନ୍ଦିରକୁ ଅପବିତ୍ର କରିଥିବା ଖ୍ରୀଷ୍ଟିଆନ ବ୍ୟକ୍ତିକୁ ଗିରଫ କରିଛି । ତା ବିରୁଦ୍ଧରେ ବିଭିନ୍ନ ମନ୍ଦିରରେ ଥିବା ହୁଣ୍ଡିରେ ବ୍ୟବହାର ହୋଇ ସାରିଥିବା କଣ୍ଡୋମକୁ ପକାଉଥିବା ଅଭିଯୋଗ ରହିଛି ।
#Odisha #ArgusNews #temple #JesusChrist