#ଜାତିର_ପିତାଙ୍କୁ_ନିଆରା_ଶ୍ରଦ୍ଧାଞ୍ଜଳି
#ବିମାନବନ୍ଦରରେ_ଯାତ୍ରୀଙ୍କୁ_ଦେଖାଇଲେ_ବାପୁଙ୍କ_ଜୀବନୀ
ଜାତିର ପିତାଙ୍କୁ ନିଆରା ଶ୍ରଦ୍ଧାଞ୍ଜଳି । ଜାତିର ପିତାଙ୍କ 152 ତମ ଜନ୍ମ ବାର୍ଷିକୀ ଅବସରରେ, 32 ଜଣ ଛାତ୍ରଛାତ୍ରୀ କରିଛନ୍ତି ସୂତନ୍ତ୍ର ପ୍ରାୟସ । ଆଦାନୀ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ମାନେ “ମହାତ୍ମାଙ୍କୁ ନମସ୍କାର” ଶୀର୍ଷକ ଏକ କାର୍ଯ୍ୟକ୍ରମ କରିଛନ୍ତି ।
#MahatmaGandhi #gandhiji #AdaniVidyaMandir #ahmedabad #AhmedabadAirport #GandhiJayanti